Tag: capture bow and arrow man

ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ତୀର ଓ ବାଟୁଳି ଧରି ୫ଦିନ ତେବେ ବନ୍ଧୁକ ଧରିଥିଲେ କେତେଦିନ ?

ବିଶ୍ବର ସ୍ଥିତି ଦୃତବେଗରେ ବଦଳିବାରେ ଲାଗିଛି । ଭାରତର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଶତ୍ରୁ ରାଷ୍ଟ୍ର ଅସ୍ଥିରତା ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । କେତେବେଳେ ଅପହରଣ ତ ଆଉ କେତେବେଳେ ପଣବନ୍ଦୀ ଘଟଣା ଆସୁଛି ସାମ୍ନାକୁ ।…