Tag: CAG Report

ସିଏଜି ରିପୋର୍ଟ: ପାଣିରେ ପଡିଛି ସମବାୟ ବିଭାଗର ୮ କୋଟି

ସମବାୟ ବିଭାଗ ଭ୍ରାମ୍ୟାମାଣ ଏଟିଏମରେ ମଡ଼ଧୁଅ ବଡ଼ ଘୋଟାଲା ହୋଇଛି। କାର୍ଯ୍ୟକ୍ଷମ ହୋଇନପାରିବାରୁ ଏଟିଏମ୍‌ ପାଇଁ ୮ କୋଟି ପାଣିରେ ପଡ଼ିଛି। ୨୦୧୬ରୁ ୨୦ ମଧ୍ୟରେ ସମବାୟ ବିଭାଗ ୨୦ଟି ଏଟିଏମ୍‌ କିଣିଥିଲା। ୨୦ଟି ଭ୍ରାମ୍ୟମାଣ ଏଟିଏମ୍‌ ପାଇଁ ୨୦ କୋଟି…

ସିଏଜି ରିପୋର୍ଟ; କାଳିଆ ନାଁରେ ୭୮୨ କୋଟି ନେଇଗଲେ ଅଯୋଗ୍ୟ ହିତାଧିକାରୀ

କାଳିଆ ଯୋଜନା ନାଁରେ ମଧ୍ୟ ଅନିୟମିତତା ହୋଇଛି। ଅଯୋଗ୍ୟ କାଳିଆ ହିତାଧିକାରୀ ୭୮୨ କୋଟି ଟଙ୍କା ନେଇଯାଇଛନ୍ତି। କାଳିଆ ନେଇ ସିଏଜି ରିପୋର୍ଟରେ ଆଖି ତରାଟି ହୋଇଗଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ…

ସିଏଜି ରିପୋର୍ଟ; ଜାଲ ପ୍ରମାଣପତ୍ର ମାଧ୍ୟମରେ ବୃତ୍ତି ଟଙ୍କା ହଡପ

ବିଧାନସଭାରେ ଉପସ୍ଥାପନ ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ଜାଲ ପ୍ରମାଣପତ୍ରରେ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୯୭ ଲକ୍ଷର ବୃତ୍ତି ଟଙ୍କା ହଡପ ହୋଇଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଯାଞ୍ଚ ନକରିବାରୁ ୯୭.୩୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଦର୍ଶାଯାଇଛି।…

ସିଏଜି ରିପୋର୍ଟ; ୧୦ କୋଟିର ରାଜସ୍ୱ ଅନାଦାୟ

ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି। ତହସିଲଦାରଙ୍କ ପାଇଁ ୧୦ କୋଟିର ରାଜସ୍ୱ ଅନାଦାୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଲଘୁ ଖଣିଜ ପଦାର୍ଥ ଲିଜ୍‌ଧାରୀଙ୍କଠାରୁ ଅଗ୍ରୀମ ରୟାଲିଟି ଆଦାୟ କରିବା କଥା, ହେଲେ ବାଙ୍ଗିରିପୋଷି ତହସିଲଦାର…