Tag: Budget

Union Budget 2026: ବଜେଟ୍‌ ଫାଇଲ୍‌ ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍‌-୨୦୨୬ ଉପସ୍ଥାପନ କରିବେ। ବଜେଟ୍‌ ଫାଇଲ୍‌ ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି-ଚିନି ଖୁଆଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି…

Odisha Assembly: ଅକ୍ଟୋବର ଶେଷ ସୁଦ୍ଧା ବଜେଟର ୩୯ପ୍ରତିଶତ ଖର୍ଚ୍ଚ ହୋଇଛି: ପୃଥ୍ବୀରାଜ

ଅକ୍ଟୋବର ଶେଷ ସୁଦ୍ଧା ବଜେଟ୍‌ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି । ଯାହାକି ମୋଟ ବଜେଟ୍‌ର ୩୯ ପ୍ରତିଶତ। ଗତ ବର୍ଷ ତୁଳନାରେ ଖର୍ଚ୍ଚର ପରିମାଣ ଅଧିକ ରହିଛି । ଆଜି ଗୃହରେ ଆଳି ବିଜେଡ଼ି ବିଧାୟକ…

ଆରମ୍ଭ ହେଲା ବଜେଟ୍‌ ଅଧିବେଶନ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି। ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା…

ଚଳିତ ବଜେଟ୍‌ରେ ବିକଶିତ ଓଡିଶାର ମୂଳଦୁଆ ସ୍ଥାପନା ହୋଇଛି: ମନମୋହନ ସାମଲ

ଜଙ୍ଗଲ, ଖଣିଜ, ଜଳସମ୍ପଦ, ସୁଦୀର୍ଘ ବେଳାଭୂମି ଇତ୍ୟାଦି ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ରାଜ୍ୟ । ଓଡ଼ିଶା ଧନୀ କିନ୍ତୁ ବିଗତ ସରକାରଗୁଡିକର ଅପାରଗତା ଓ ବିଫଳତା କାରଣରୁ ଓଡ଼ିଶାର ଲୋକେ ଗରିବ ହୋଇ ରହିଗଲେ । ପ୍ରାକୃତିକ ଓ ଖଣିଜ…

ବଜେଟ୍‍ର ସଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ‘ଭିଜନ-୨୦୩୬’ର ଖସଡ଼ା ପ୍ରସ୍ତୁତି

୨୦୨୪-୨୫ ବଜେଟ୍‍ର ସଧାରଣ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ ୨୫ ତାରିଖରେ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । ୨୯…

ଓଡ଼ିଶାର ବିକାଶ ଦୁଇଗୁଣ କରିବାକୁ ଐତିହାସିକ ବଜେଟ ମାଇଲଷ୍ଟୋନ ହେବ: ବୈଜୟନ୍ତ ପଣ୍ଡା

ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ର ବଜେଟ ଅନେକ କ୍ଷେତ୍ରରେ ଐତିହାସିକ ହୋଇ ରହିଯାଇଛି।…

କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ଦେଇଛି: ସମୀର ମହାନ୍ତି

ବଜେଟ ୨୦୨୪-୨୫ ପ୍ରସଙ୍ଗରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ବିଶେଷକରି କେନ୍ଦ୍ର ଓ ରାଜ୍ୟ ବଜେଟ୍ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ…

୨୦୨୪-୨୫ ବାର୍ଷିକ ରାଜ୍ୟ ବଜେଟର ମୁଖ୍ୟାଂଶ

ଜୁଲାଇ ୨୫, ୨୦୨୪ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ଜନକଲ୍ୟାଣକାରୀ…

ବଜେଟ୍ ୨୦୨୪-୨୫ ଉପସ୍ଥାପନ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଭିଭାଷଣ

ବଜେଟ୍ ଆକଳନ ୨୦୨୪-୨୫ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ, ମୁଁ ଆଜି ବିଧାନ ସଭାରେ ୨୦୨୪-୨୫ ଆର୍ଥିକ ବର୍ଷପାଇଁ ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଅଛି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ…

ବିକଶିତ ଓଡ଼ିଶାର ମୂଳଦୁଆ ସ୍ଥାପନ ହେଲା: ମନମୋହନ ସାମଲ

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟରେ ରାଜ୍ୟର ସାମଗ୍ରିକ…