ତାଜା ଖବର ରାଜ୍ୟ Pending BSNL Dues: BSNLର ବକେୟା ଅର୍ଥ ୨୮.୫୪ କୋଟି ଟଙ୍କା ଦେୟ ପରିଶୋଧ ପାଇଁ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ February 4, 2026 Papirani ଟେଲିକମ୍ ସେକ୍ଟରରେ ଓଡିଶାର ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ରେ ବକେୟା ରହିଛି ୨୮.୫୪ କୋଟି ଟଙ୍କା। ବକେୟା ଟଙ୍କା ପରିଶୋଧ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହିପାଇଁ ସିନ୍ଧିଆ ମୁଖ୍ୟମନ୍ତ୍ରୀ ମୋହନ…