ତାଜା ଖବର ଦେଶ ରାଜନୀତି BRSରୁ ସସ୍ପେଣ୍ଡ୍ ହେଲେ କେ.କବିତା September 2, 2025 Papirani ଭାରତୀୟ ରାଷ୍ଟ୍ର ସମିତି (BRS)ରୁ କେ କବିତା ସସ୍ପେଣ୍ଡ୍। ଦଳରୁ ସସ୍ପେଣ୍ଡ୍ କଲେ କେ.ଚନ୍ଦ୍ରଶେଖର ରାଓ । BRSର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଝିଅ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ…