Tag: Bomb blast

New Azad Nagar Blast: ଏୟାରଫିଲ୍ଡ ଥାନା ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣା; ଜଣେ ମୃତ

ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ନିୟୁ ଆଜାଦ ନଗର ବିସ୍ଫୋରଣ ଘଟଣାରେ ଜଣେ ମୃତ । ବୋମା ବିସ୍ଫୋରଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୁଖ୍ୟ ଅଭିଯୁକ୍ତ ସେହନୱାଜ ମଲ୍ଲିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି…

Bomb Blast In Bhubaneswar: ଭୁବନେଶ୍ବରରେ ବୋମା ବିସ୍ଫୋରଣ; ୫ ଗୁରୁତର

ରାଜଧାନୀ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର। ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବା ସହ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ ଉପରେ ବିସ୍ଫୋରଣ ଘଟିଛି।…

Bomb Blast Near Kendriya Vidyalaya: ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼

ଆଜି ସକାଳୁ ସକାଳୁ ଭୁବନେଶ୍ୱର ଗାଡ଼କଣରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ ଫାଟକ ଉପରକୁ ହୋଇଛି ବୋମା ମାଡ଼ । ମଞ୍ଚେଶ୍ୱର ଥାନା ପୋଲିସ ଏବଂ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା…