Tag: Bollywood

चेक बाउंस केस में राजपाल यादव को बड़ा झटका, दिल्ली हाई कोर्ट ने बरकरार रखी जेल की सजा

बॉलीवुड कॉमेडियन राजपाल यादव को कानूनी तौर पर बड़ा झटका लगा है । दिल्ली हाई कोर्ट ने चेक बाउंस के मामले में उनकी सज़ा और जेल की सज़ा को बरकरार…

Asha Bhosle Hospitalised: କଣ୍ଠଶିଳ୍ପୀ ଆଶା ଭୋସଲେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ । ହୃଦଘାତ କାରଣରୁ ସେ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା…

Producer Vikram Bhatt Arrested: ୩୦ କୋଟି ଠକେଇ ମାମଲାରେ ସିନେ ନିର୍ମାତା ବିକ୍ରମ ଭଟ୍ଟ ଗିରଫ

୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ । ମୁମ୍ବାଇ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ୍ ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏବଂ ବିକ୍ରମଙ୍କ ପତ୍ନୀ ଶ୍ଵେତାମ୍ବରୀ ଭଟ୍ଟଙ୍କୁ ଗିରଫ କରିଛି । ୭ ଦିନ…

Dharmendra Discharged: ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର; ଘରେ ହେବ ଚିକିତ୍ସା

ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି । ପରିବାର ତାଙ୍କୁ ଘରୋଇ ଚିକିତ୍ସା ଦେବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଘରେ ଚିକିତ୍ସା କରାଯିବ ବୋଲି ବ୍ରିଚ୍…

Satish Shah Dies At 74: ହାସ୍ୟ ଅଭିନେତା ସତୀଶ ଶାହଙ୍କ ପରଲୋକ

ବଲିଉଡ ର ପ୍ରତିଷ୍ଠିତ ହାସ୍ୟ ଅଭିନେତା ସତୀଶ ଶାହାଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଶନିବାର ଅପରାହ୍ନ…

Pankaj Dheer dies: ଆଉ ନାହାନ୍ତି ମହାଭାରତର ‘କର୍ଣ୍ଣ’ ପଙ୍କଜ ଧୀର

ବି.ଆର. ଚୋପ୍ରାଙ୍କ “ମହାଭାରତ” ରେ କର୍ଣ୍ଣଙ୍କ ଚରିତ୍ର ପାଇଁ ଘରେ ଘରେ ପରିଚିତ ବରିଷ୍ଠ ଅଭିନେତା ପଙ୍କଜ ଧୀର ଆଉ ଆମ ଗହଣରେ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ସେ ଅନେକ ଦିନ ଧରି…

ଅଭିନେତା ମୁକୁଲ ଦେବଙ୍କ ୫୪ ବର୍ଷ ବୟସରେ ପରଲୋକ

ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ମୁକୁଲ ଦେବ । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ରାତିରେ ତାଙ୍କର ଦେହାନ୍ତ…

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଲେ ସୈଫ

ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୫ ଦିନର ଚିକିତ୍ସା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଆଜି ଡିସ୍‌ଚାର୍ଜ ହୋଇ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା…

ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ!

ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଛୁରାମାଡ଼ ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାନେରୁ…