ତାଜା ଖବର ବିଶ୍ୱ Bolivia Plane Crash: ବଲିଭିଆରେ ବିମାନ ଦୁର୍ଘଟଣା; ୧୫ ମୃତ୍ୟୁ, ୩୦ରୁ ଅଧିକ ଆହତ February 28, 2026 Nirvay ଦକ୍ଷିଣ ଆମେରିକା ଦେଶ ବଲିଭିଆରେ ବଡ଼ ବିମାନ ଦୁର୍ଘଟଣା ଘଟିଛି । ବ୍ୟାଙ୍କ ନୋଟ ନେଇ ଯାଉଥିବା ଏକ ହରକ୍ୟୁଲେସ ବିମାନ ଏଲ ଅଲଟୋ ସହରରେ କ୍ରାସ ହୋଇଯାଇଛି । ବିମାନଟି ଦେଶର ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ୍ ଧରି ଅନ୍ୟ…