Tag: BMC corporator

ବିଏମ୍‌ସିର ଦୁଇ କର୍ପୋରେଟର ବାୟାଁ-ଲିଟୁଙ୍କ ଦାବି: ବିଜଦକୁ ଭାଙ୍ଗୁଥୁବା ଦୁଇ ନେତାଙ୍କୁ ଦିଆଯାଉ ନୋଟିସ 

ବିଜୁ ଜନତା ଦଳକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବୁଥିବା ଦୁଇଜଣ ନେତାଙ୍କ ପାଇଁ ଏବେ ଦଳ ଖଣ୍ଡଖଣ୍ଡ ହେବାକୁ ଯାଉଛି । ଗତ ୫ ବର୍ଷ ଧରି ଭୁବନେଶ୍ବର ବିଜଦରେ ଲାଗି ରହିଥ‌ିବା ବିଶୃଙ୍ଖଳା ପାଇଁ ଅଶୋକ ପଣ୍ଡା ଓ ଅନନ୍ତ…