ରାଜନୀତି ରାଜ୍ୟ Odisha Assembly: ଫାଇଦାରେ ରହିବେ ସରକାର; ବିଜଦ ଓ କଂଗ୍ରେସ ଭିତରେ ହେବ ଜବରଦସ୍ତ ପତିଆରା ଲଢ଼େଇ November 26, 2025 Papirani ଦିନକ ପରେ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥର ଅଧିବେଶନ ରାଷ୍ଟ୍ରପତିଙ୍କ ସମ୍ବୋଧନ କାରଣରୁ ସ୍ମରଣୀୟ ହୋଇ ରହିବ । ୨୭ ତାରିଖ ଅପରାହ୍ନରେ ମହାମହିମ ଦ୍ରୌପଦୀ ମୁର୍ମୁ ବିଧାନସଭା ଅଧିବେଶନକୁ ସମ୍ବୋଧନ କରିବେ । ପୂର୍ବରୁ ଅନ୍ୟ କେହି ରାଷ୍ଟ୍ରପତି ବିଧାନସଭାରେ…
ତାଜା ଖବର ରାଜନୀତି ରାଜ୍ୟ Dharmasala Block Chairperson: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ November 20, 2025 Papirani ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ନିର୍ଦ୍ଧାରିତ ସମୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଫଳରେ ଏହି ଆସନ ବିଜେପି ହାତକୁ ଯାଇଛି । ସୁଚିସ୍ମିତା ଦାସ ହେଉଛନ୍ତି…
ରାଜନୀତି ରାଜ୍ୟ Odisha Politics: କଂଗ୍ରେସ ଆଗକୁ ବିଜେପି ର ବିକଳ୍ପ ହେବାକୁ ଯାଉଛି କହିଲେ ଭକ୍ତ ଦାସ November 15, 2025 Nirvay ନୂଆପଡ଼ା ଉପନିର୍ବାଚନ ରେଜଲ୍ଟ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କଂଗ୍ରେସ ଆଗକୁ ଭାରତୀୟ ଜନତା ପାର୍ଟି ର ବିକଳ୍ପ ହେବାକୁ ଯାଉଛି ।ସେ ପୁଣି କହିଛନ୍ତି ଯେ, କଂଗ୍ରେସ ମୁଖ୍ୟ ବିରୋଧୀଦଳ ଭାବେ କାର୍ଯ୍ୟ…
ରାଜନୀତି ରାଜ୍ୟ Jay Dholakia: ନୂଆପଡ଼ା ବିକାଶର ସାରଥୀ ହେବେ ଜୟ ଢୋଲକିଆ: ମୋହନ ମାଝୀ November 15, 2025 Nirvay ଜୟ ଢୋଲକିଆ ନୂଆପଡ଼ା ବିକାଶର ସାରଥୀ ହେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।ନୂଆପଡ଼ାରେ ଏଥର ବିକାଶ…
ରାଜନୀତି ରାଜ୍ୟ BJP Wins Nuapada Bypoll: ବିଶ୍ୱାସ ଓ ବିକାଶ ହିଁ ପ୍ରଗତିର ନନ୍ଦିଘୋଷ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 15, 2025 Nirvay ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଜୟ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆଜିର ନିର୍ବାଚନ ନୂଆପଡା ବିକାଶ ପାଇଁ ଭୋଟ୍ । ବିଶ୍ୱାସ ଓ ବିକାଶ ହିଁ ପ୍ରଗତିର ନନ୍ଦିଘୋଷ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll Result: ନୂଆପଡ଼ା ଉପନିର୍ବାଚନ; ୨୧ ରାଉଣ୍ଡ ସୁଦ୍ଧା ୧ ଲକ୍ଷ ଟପିଲା ଜୟ ଢୋଲକିଆଙ୍କୁ ମିଳିଥିବା ଭୋଟ୍ November 14, 2025 Papirani ନୂଆପଡ଼ାରେ ରେକର୍ଡ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏକ ଲକ୍ଷ ଟପିଲା ଜୟଙ୍କ ସପକ୍ଷରେ ଜନତାଙ୍କ ଭୋଟ । ୨୧ ରାଉଣ୍ଡ ସୁଦ୍ଧା ୬୯,୨୨୫ ଭୋଟ ରେଆଗୁଆ ରହିଲା ବିଜେପି । ୨୧ ରାଉଣ୍ଡ ସୁଦ୍ଧା ଜୟ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll Results: ନୂଆପଡ଼ା ଫଳାଫଳ; ବିଜୟ ମୁହାଁ ଜୟ; ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ମିଳିଛି ୫୦,୩୩୩ ଭୋଟ୍ November 14, 2025 Papirani ଖୁବ୍ ଶୀଘ୍ର ନୂଆପଡ଼ା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଦେଖିବ ନୂତନ ବିଧାୟକ । ଆଉ ମାତ୍ର କେତେ ଘଣ୍ଟା ପରେ ଜନାଦେଶ ସ୍ପଷ୍ଟ ହୋଇଯିବ । ନୂଆପଡା ପାଇଁ ଗଣତି ଚାଲିଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ…
ରାଜନୀତି ରାଜ୍ୟ Nuapada Bypoll: ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି: ବିରଂଚି ନାରାୟଣ ତ୍ରିପାଠୀ November 13, 2025 Nirvay ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଉପନିର୍ବାଚନ ହୋଇଛି ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜେପି ବିଜୟୀ ହେବାକୁ ଯାଉଛି । ବିଜେଡି ବୋଧହୁଏ ଏକଥା ଅନୁଭବ କରିସାରିଲାଣି ।…
ରାଜନୀତି ରାଜ୍ୟ Nuapada Bypoll: ନୂଆପଡା ବିଧାନ ସଭା ଆସନକୁ ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ November 10, 2025 Nirvay ବିଜେପି ନୁଆପଡ଼ା ବିଧାନସଭା ଆସନକୁ ବିଭିନ୍ନ ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ବିଜେପି କ୍ୟାରଟ ଓ ଲାଠି ନୀତି ଦେଖାଇ ସ୍ବର୍ଗତ ବିଧାୟକଙ୍କର ପୁତ୍ର ଜୟ…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ଏଆଇର ଦୁରୁପଯୋଗ ନେଇ ସାଇବର ଏସିପିଙ୍କୁ ଏତଲା ଦେଲା ବିଜେପି ପ୍ରତିନିଧିମଣ୍ଡଳୀ November 9, 2025 Papirani ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ପରାଜୟ ଭୟରେ ଅତି ନିମ୍ନସ୍ତରକୁ ଖସିଯାଇ ପ୍ରଚାର ପ୍ରସାର କରୁଛି । ଯାହା ଅତ୍ୟନ୍ତ ନିନ୍ଦନୀୟ । ନିଜ ଚିରାଚରିତ ଢ଼ଙ୍ଗରେ ପୂର୍ବ ଅଭ୍ୟାସ ଛାଡ଼ି ନ ପାରି ଆଉ ଥରେ କୁତ୍ରିମ…