ରାଜନୀତି ରାଜ୍ୟ Nuapada Bye-Election: ବନ୍ଧୁକ ମୂନରେ ନିର୍ବାଚନ ଜିତିବାକୁ ଚାହୁଁଛି ବିଜେପି: ଲେଖାଶ୍ରୀ November 1, 2025 Nirvay ବନ୍ଧୁକ ମୂନରେ ନିର୍ବାଚନ ଜିତିବା ପାଇଁ ବିଜେପି ଉଦ୍ୟମ କରିଛି । ଏହି ଘଟଣା ନୂଆପଡ଼ା ନୁହେଁ, ଶାନ୍ତିପ୍ରିୟ ଓଡ଼ିଶାକୁ ନିନ୍ଦିତ କରିଛି ବୋଲି ବିଜେଡି ନେତ୍ରୀ ଡ଼ ସାମନ୍ତସିଂହାର କହିଛନ୍ତି । ନୂଆପଡ଼ା ଉପନିର୍ବାଚନ ପାଇଁ ରକ୍ତମୁଖା ସାଜିଛି ବିଜେପି…
ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ା ଝଙ୍କଡ ପାଇକ ସମାଜର ବନ୍ଧୁମିଳନ ଉତ୍ସବରେ ଯୋଗଦେଲେ ବିଜେପି ନେତା November 1, 2025 Nirvay ନୂଆପଡ଼ା ଜିଲ୍ଲା ଝଙ୍କଡ ପାଇକ ସମାଜର ଏକ ବନ୍ଧୁମିଳନ ଉତ୍ସବ ଆଜି ନୂଆପଡ଼ା ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ କ୍ଷୁଦ୍ର ଶିଳ୍ପ ତଥା ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କଳାହାଣ୍ଡି…
ରାଜନୀତି ରାଜ୍ୟ Nuapada Bypoll: ବିଜେଡି ନେତାଙ୍କ ଆକ୍ରମଣ ପ୍ରସଙ୍ଗ; ନୂଆପଡାବାସୀ କାହାର କ୍ରୀତଦାସ ନୁହନ୍ତି କହିଛି ବିଜେପି November 1, 2025 Nirvay ଆଜି ନୂଆପଡାସ୍ଥିତ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂଆପଡାର ସ୍ଥାନୀୟ ବରିଷ୍ଠ ନେତା ଖାମସିଂହ ମାଝୀ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ନୂଆପଡାରେ ନିଜ ନିୟନ୍ତ୍ରଣ ରଖିବା ପାଇଁ ବବି ଦାସ ଏକ ବାହାର…
ରାଜନୀତି ରାଜ୍ୟ Nuapada Bypoll: କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ କରିଛି କଂଗ୍ରେସ November 1, 2025 Nirvay କୋମନାରେ କୋରାପୁଟ ବିଧାୟକଙ୍କ ପିଏସଓ ଦ୍ୱାରା ବ୍ଲାଙ୍କ ଫାୟାର କରିବା ଘଟଣା ସମ୍ପର୍କରେ ଆଜି କୋମନା ଥାନାରେ କଂଗ୍ରେସ ଦଳ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଛି । ଗତକାଲି କୋମନା ସହର ମଧ୍ୟରେ ହୋଟେଲ ସମ୍ପର୍କ ସମ୍ମୁଖରେ ଘଟିଯାଇଥିବା ଅପରାଧିକ ଘଟଣା…
ତାଜା ଖବର ରାଜନୀତି ରାଜ୍ୟ Chai Pe Charcha: ନୂଆପଡା ଏନଏସିରେ ବିଜେପି ରାଜ୍ୟସଭାପତିଙ୍କ ଚାଏ-ପେ-ଚର୍ଚ୍ଚା; ସ୍ଥାନୀୟାବାସୀନ୍ଦାଙ୍କ ସହ କଲେ ଆଲୋଚନା October 30, 2025 Papirani ନୂଆପଡା ବିଧାନସଭା ଉପନିର୍ବାଚନରେ ପରିପ୍ରେକ୍ଷୀ ରେ ଆଜି ସକାଳେ ନୂଆପଡ଼ା ଏନଏସିର ଏକତା ଛକରେ ବିଜେପି ପକ୍ଷରୁ “ଚାଏ ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇ ସ୍ଥାନୀୟ ବାସିନ୍ଦାଙ୍କ…
ବ୍ୟବସାୟ Sankarsan Parida Dies: କବି ତଥା ବିଜେପି ନେତା ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକ October 30, 2025 Nirvay ବରିଷ୍ଠ ବିଜେପି ନେତା ଏବଂ ଲୋକପ୍ରିୟ କବି ଶଙ୍କର୍ଷଣ ପରିଡା ଗୁରୁବାର ଦିନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି । ସେ ପୂର୍ବରୁ ଫୁସଫୁସ କର୍କଟ…
ରାଜନୀତି ରାଜ୍ୟ Nuapada By-Election: ନୂଆପଡ଼ାରେ ବିଜେପିର କୁମ୍ଭାର ସମାବେଶ October 29, 2025 Nirvay ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକର ରେଙ୍ଗ ଠାରେ ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଞ୍ଚ ଓଡିଶା ତରଫରୁ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶ ରେ ଓଡ଼ିଶା ସରକାର ଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ…
ରାଜନୀତି ରାଜ୍ୟ Nuapada Bypoll Campaign: ପ୍ରଚାର ମଇଦାନରେ ରାଜୁ ଭାଇ ଢୋଲକିଆଙ୍କ ପତ୍ନୀ October 29, 2025 Nirvay ନୂଆପଡ଼ାରେ ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ । ବିଜେପି ସମର୍ଥିତ ପ୍ରାର୍ଥୀ ଜୟ ଢୋଲକିଆ ତଥା ପୁଅଙ୍କ ସପକ୍ଷରେ ଘର ଘର ବୁଲି…
ତାଜା ଖବର ରାଜନୀତି ରାଜ୍ୟ Nuapada Bypoll: ନୂଆପଡ଼ାରେ ବିଜେପି ପକ୍ଷରୁ ଆୟୋଜିତ ହେଲା ଆଦିବାସୀ ସମାଜ ସମ୍ମିଳନୀ October 28, 2025 Papirani ନୁଆପଡ଼ା ବିଧାନସଭା ଉପନିର୍ବାଚନ ରେ ବର୍ତ୍ତମାନ ପ୍ରଚାର ଜୋର୍ ଧରିଲାଣି । ଆଜି ବିଜେପି ପକ୍ଷରୁ ସରାବୋଙ୍ଗ ପଞ୍ଚାୟତ ଅଧିନସ୍ଥ ଭଇଁସମୁଣ୍ଡି ଗ୍ରାମ ଠାରେ ଏକ ଆଦିବାସୀ ସମାଜ ସମ୍ମିଳନୀ କାର୍ଯକ୍ରମ ଆୟୋଜିତ ହୋଇ ଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ…
ରାଜନୀତି ରାଜ୍ୟ Nuapada Bypoll: ନୂଆପଡ଼ାରେ ବିଜେପିର ମାରାଥନ୍ ପ୍ରଚାର October 27, 2025 Nirvay ନୂଆପଡ଼ା ବିଧାନସଭାର ଉପନିର୍ବାଚନକୁ ରହିଲା ଆଉ ଦୁଇ ସପ୍ତାହ । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବର୍ତ୍ତମାନ ପ୍ରଚାର ମଇଦାନରେ । ପ୍ରାର୍ଥୀଙ୍କ ସପକ୍ଷରେ ତାଙ୍କ ଦଳର ବିଭିନ୍ନ ସ୍ତରର ନେତୃମଣ୍ଡଳୀ ମଧ୍ୟ ନିର୍ବାଚନୀ ପ୍ରଚାର ରେ ଅଣ୍ଟା ଭିଡ଼ିଲେନି ।…