Tag: BJP

ସୁଭଦ୍ରା ଯୋଜନାରେ ୧ ଟଙ୍କା ଯାଇନଥିଲେ ଆବେଦନ ବିଚାରାଧୀନ

ସୁଭଦ୍ରା ଯୋଜନା ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମଦିନରେ ଓଡିଶା ଆସିବାକୁ ଥିବା ବେଳେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସୁଭଦ୍ରା ଯୋଜନାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ କିସ୍ତି ଦିଆଯିବ।…

ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ 

ଆଜି ବିଜେପିକୁ ଟାର୍ଗେଟ କରି କଂଗ୍ରେସ ନେତା ବିଶ୍ଵ ରଂଜନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସୁଭଦ୍ରା ପ୍ରସଙ୍ଗରେ ବିଜେପିକୁ ୩ଟି ପ୍ରଶ୍ନ କରିଛି କଂଗ୍ରେସ। ସେ କହିଛନ୍ତି ସୁଭଦ୍ରା ଯୋଜନାର କେତେ ମହିଳା ସାମିଲ ହେବେ…

ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ, ସୁଭଦ୍ରା ଯୋଜନା, ଶହେ ଦିନ ବିଜେପି ସରକାରର ଉପଲବ୍ଧି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାଠାରୁ ଆରମ୍ଭ କରି ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି…

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ମାଡ଼ ଖାଇଲେ ଅଙ୍ଗନବାଡି କର୍ମୀ

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ଅଙ୍ଗନବାଡି କର୍ମୀ ମାଡ଼ ଖାଇଛନ୍ତି । ଭୁଲବଶତଃ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଫର୍ମ ଦେଇଥିଲେ। ପରେ ସୁଭଦ୍ରା ଫର୍ମ ଫେରାଇ ନେବାକୁ ନେଇ ଗଣ୍ଡଗୋଳ ହେବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ହୋଇଥିବା…

ନିଜ ଦୋଷ ଲୁଚାଇବାକୁ ବିଜେଡି ହୀନ ରାଜନୀତି କରୁଛି; ବଳଭଦ୍ର ମାଝି

ସରକାରରୁ ଚାଲିଗଲା ପରେ ଏବେ ବିଜେଡିର ନିଦ ଭାଙ୍ଗିଛି । ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା । ଏବେ ଚର୍ଚ୍ଚାରେ ରହିବା ପାଇଁ ଅଯଥାରେ ରାଜନୀତି…

ବିଜେପିରେ ଯୋଗଦେଲେ ସୁଜିତ କୁମାର

ପଦ୍ମ ଧରିଲେ ସୁଜିତ କୁମାର । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି ସୁଜିତ କୁମାର । ଏହି ଅବସରରେ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ…

ଓଡ଼ିଶାରେ ସମବାୟ ବ୍ୟବସ୍ଥାର ଢାଞ୍ଚା ପରିବର୍ତ୍ତନ କରିବାକୁ ବିଜେପି ବଦ୍ଧପରିକର

ଓଡ଼ିଶାରେ ସମବାୟ ବ୍ୟବସ୍ଥାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଗତ ସରକାର ସମୟରେ ସମବାୟ ସ୍ଥିତି ଧ୍ୱଂସସ୍ତୁପରେ ପରିଣତ ହୋଇଛି । ସମବାୟ ଅର୍ଥକୁ କଦର୍ଥ କରି ସେତେବେଳେ ବିଜୁ ଜନତା ଦଳ ସମବାୟକୁ ଏକ ଥଇଥାନର କେନ୍ଦ୍ର ରୂପରେ ପରିଣତ କରିଥିଲେ…

ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ନବୀନ ବାବୁଙ୍କୁ ଭୟ ଘାରିଛି

ବାସ୍ତବରେ ୨୪ ବର୍ଷ ବିଜୁଜନତା ଦଳ ସରକାରରେ ଥିଲାବେଳେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ କିଛି କରିନଥିଲା । ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ ହଠାତ୍ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି…

ବିଜେପିରେ ମିଶିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସମେତ କାଉନସିଲର

ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଉଛି । ବିଜେପି ସରକାର ଉପରେ ଓଡିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି ।…

ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ସାମିଲ ନକଲେ ଆନ୍ଦୋଳନ ହେବ: ବିଜେଡି

ସୁଭଦ୍ରା ଯୋଜନାର ଏସଓପିକୁ ନେଇ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ…