ତାଜା ଖବର ରାଜନୀତି ରାଜ୍ୟ ମୋଦିଜୀଙ୍କ ଜନ୍ମଦିନରୁ ହେବାକୁ ଥିବା ସେବା ପକ୍ଷରେ ୧ ଲକ୍ଷ ବୃକ୍ଷ ଚାରା ଲଗାଇବ ଅନୁସୂଚିତ ଜାତି ମୋର୍ଚ୍ଚା: ଦିଲୀପ ମଲ୍ଲିକ September 14, 2025 Papirani ମୋଦିଜୀଙ୍କ ଜନ୍ମଦିନରୁ ହେବାକୁ ଥିବା ସେବା ପକ୍ଷରେ ୧ ଲକ୍ଷ ବୃକ୍ଷ ଚାରା ଲଗାଇବ ଅନୁସୂଚିତ ଜାତି ମୋର୍ଚ୍ଚା। ଏ ନେଇ ଆଜି ବିଜେପି ପକ୍ଷରୁ ଅନୁସୂଚିତ ଜାତି ମୋର୍ଚ୍ଚା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସାଧାରଣ…