Tag: BJP president election

BJP National President: ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବିଜେପିରେ ଆଜିଠୁ ଆରମ୍ଭ ହେଲା ‘ନବୀନ’ ଯୁଗ । ନିତିନ ନବୀନ ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନାଁ ଘୋଷଣା ସହିତ ଦାୟିତ୍ବ ଗ୍ରହଣ କରିଛନ୍ତି। ନିତିନ ନବୀନ ଅଧ୍ୟକ୍ଷ…