ତାଜା ଖବର ରାଜନୀତି BJP National President: ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ January 19, 2026 Papirani ଆସନ୍ତାକାଲି ଭାରତୀୟ ଜନତା ପାର୍ଟିକୁ ମିଳିବ ତାର ୨୯ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ । ନିତିନ ନବୀନ ପରବର୍ତ୍ତୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ଅଧ୍ୟକ୍ଷ ।କାଲି ବିଧିବଦ୍ଧ ଭାବେ ହେବ ନାମ ଘୋଷଣା ହେବ…