Tag: BJP

State BJP Targets Rahul Gandhi and Congress: ରାଜନୈତିକ ପ୍ରତିରୋଧ ନାମରେ ଅରାଜକତା ସୃଷ୍ଟି କରୁଛନ୍ତି ରାହୁଲ ଗାନ୍ଧୀ: ରାଜ୍ୟ ବିଜେପି

ଗଣତାନ୍ତ୍ରିକ ଉପାୟରେ କ୍ଷମତା ହାସଲ କରିବାରେ ଅସମର୍ଥ ହୋଇ ଲୋକସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ଦେଶରେ ଅରାଜକତା ସୃଷ୍ଟି…

BJP Welcomes Historic Odisha Cabinet Reforms: ରାଜ୍ୟ କ୍ୟାବିନେଟ୍‌ରେ ୧୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ; ଐତିହାସିକ ନିଷ୍ପତିକୁ ବିଜେପିର ସ୍ୱାଗତ

ରାଜ୍ୟ କ୍ୟାବିନେଟ୍‌ର ଗତକାଲିର ଐତିହାସିକ ନିଷ୍ପତ୍ତିଗୁଡ଼ିକୁ ବିଜେପି ରାଜ୍ୟ ଶାଖା ପକ୍ଷରୁ ଗଭୀର ସ୍ଵାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ବିଭାଗର ୧୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି, ଯାହାକି ରାଜ୍ୟର ଶିକ୍ଷା…

Odisha CM Meets Saudan Singh: ବିଜେପି ରାଷ୍ଟ୍ରୀୟ ସହ ସାଧାରଣ ସମ୍ପାଦକ ସୌଦାନ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ସହ ସାଧାରଣ ସମ୍ପାଦକ ସୌଦାନ ସିଂହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବୈଠକ ଅବସରରେ ରାଜ୍ୟରେ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼…

BJP Hits Back Over SIR Row: SIR ଓ ଜନ୍ତରମନ୍ତର ଆନ୍ଦୋଳନକୁ ନେଇ ବିଜେପିର କଡ଼ା ଜବାବ, ବିରୋଧୀଙ୍କୁ ଟାର୍ଗେଟ କଲେ ରବିଶଙ୍କର ପ୍ରସାଦ

SIR ଏବଂ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନକୁ ନେଇ ବିଜେପି ପକ୍ଷରୁ କଡ଼ା ଜବାବ ଦିଆଯାଇଛି । ବରିଷ୍ଠ ନେତା ରବିଶଙ୍କର ପ୍ରସାଦ ପ୍ରେସମିଟ୍ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଦେଶରେ ୯ ଥରରୁ ବେଶୀ SIR ହୋଇଛି,…

BJD-BJP Clash at Pattamundai Block Office: ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି-ବିଜେପି ମୁହାଁମୁହିଁ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଆଜି ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ହଙ୍ଗାମା ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନ ଏବଂ ପକ୍ଷପାତିତାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ଦଳ ।…

Odisha Bandh Complete Flop: ବିରୋଧୀଙ୍କ ଓଡ଼ିଶା ବନ୍ଦ ପାଳନ ସମ୍ପୂର୍ଣ୍ଣ ବିଫଳ; ହିଂସାତ୍ମକ ଆଚରଣ ନିନ୍ଦନୀୟ: ଅନୀଲ ବିଶ୍ୱାଳ

ଆଜି ରାଜ୍ୟରେ କଂଗ୍ରେସ ଓ ବାମଦଳ ପକ୍ଷରୁ ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ଆହ୍ୱାନକୁ ଜନସାଧାରଣ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। ସାରା ରାଜ୍ୟରେ ଜନଜୀବନ ସ୍ୱାଭାବିକ ରହିବା ସହ ଏହି ବନ୍ଦ ପାଳନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।…

BJD Maintains Equal Distance from BJP, Congress: ବିଜେଡି ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ବଜାୟ ରଖିଛି

ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେଡି ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେଡି ଆସନ୍ତାକାଲି ଡକାଯାଇଥିବା ବନ୍ଦକୁ ନା ସମର୍ଥନ କରୁଛି, ନା ବିରୋଧ କରୁଛି । ଆମେ ଏକ ସ୍ୱାଧୀନ ଓ ନୀତିନିଷ୍ଠ ଆଭିମୁଖ୍ୟ ବଜାୟ…

25 years of Modi in Govt: ମୋଦୀଙ୍କ ୨୫ ବର୍ଷର ଗୌରବମୟ ନେତୃତ୍ୱ; କାଲି ୭୪୦ ଜିଲ୍ଲାରେ ହେବ ବିକଶିତ ଭାରତ ସଂକଳ୍ପ ସଭା: ମନମୋହନ ସାମଲ 

ସରକାରଙ୍କ ମୁଖ୍ୟ ଭାବରେ ନିରବଚ୍ଛିନ୍ନ ୨୫ ବର୍ଷର ଗୌରବମୟ ନେତୃତ୍ୱ ପୂରଣ କରିଥିବାରୁ କେନ୍ଦ୍ର କ୍ୟାବିନେଟ୍ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଅଭିନନ୍ଦନ ଜଣାଇ ଏକ ଐତିହାସିକ ସଂକଳ୍ପ ପାରିତ କରିଛି। ଏହି ସଂକଳ୍ପ କେବଳ ଏକ ଆନୁପାତିକ ଶ୍ରଦ୍ଧାଞ୍ଜଳି…