ତାଜା ଖବର ରାଜନୀତି ରାଜ୍ୟ BJD Gathering: ବିଜେଡିରେ ପୁଣି ନେତାଙ୍କ ଭୋଜି December 22, 2025 Papirani ବିଜେଡିରେ ପୁଣି ଭୋଜି ପଲିଟିକ୍ସ । ପୂର୍ବରୁ ଚନ୍ଦକା ଉପକଣ୍ଠ ଝୁମୁକାରେ ବହୁ ନେତା ଏକାଠି ହୋଇଥିଲେ, ଆଜି ପୁରୁଣା ଭୁବନେଶ୍ୱରରେ ବି ଏକାଠି ହୋଇଥିଲେ ଅନେକ ବରିଷ୍ଠ ନେତା । ଭୋଜି ପରେ ଭୋଜି ନାଁରେ ଚାଲିଛି ରାଜନୀତି ।…