ତାଜା ଖବର ରାଜନୀତି ରାଜ୍ୟ Manmath Routray: ମନ୍ମଥ ରାଉତରାୟଙ୍କ ବିରୋଧରେ ସାଇବର ଥାନାରେ ମାମଲା ରୁଜୁ November 28, 2025 Papirani ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ । ଭୁବନେଶ୍ବର ସାଇବର ଥାନାରେ ମନ୍ମଥ ରାଉତରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ…