ତାଜା ଖବର ରାଜ୍ୟ Odisha Police Academy Passing Out Parade: ୩୩୬ ନବନିଯୁକ୍ତ SI ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ; ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 4, 2026 Papirani ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ୧୩ଶ ତମ ବ୍ୟାଚ୍ ଉପ-ଆରକ୍ଷୀ ନିରୀକ୍ଷକ (SI) ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୨ ବର୍ଷର କଠୋର ଟ୍ରେନିଂ ସଫଳତାର ସହ ଶେଷ କରିବା ପରେ ଏହି ବ୍ୟାଚ୍ରୁ ମୋଟ ୩୬୬ ଜଣ…