ତାଜା ଖବର ରାଜ୍ୟ ‘Bidesh Sikhyabruti’ Scholarship Scheme: ବିଦେଶ ଶିକ୍ଷାବୃତ୍ତି ପାଇଁ ଆବେଦନ ସମୟସୀମା ସେପ୍ଟେମ୍ବର ୧୮ ଯାଏଁ ବୃଦ୍ଧି କଲେ ରାଜ୍ୟ ସରକାର September 1, 2026 Papirani ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନା ଅଧୀନରେ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖକୁ ସେପ୍ଟେମ୍ବର ୧୮, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧ ଥିଲା। ଉଚ୍ଚଶିକ୍ଷା ବିଭାଗ…