ତାଜା ଖବର ରାଜ୍ୟ Senior Journalist Bibhuti Pati Passes Away: ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କର ହୃଦଘାତରେ ପରଲୋକ October 19, 2026 Papirani ଓଡ଼ିଶାର ବରିଷ୍ଠ ତଥା ଜଣାଶୁଣା ସାମ୍ବାଦିକ ବିଭୂତି ପତିଙ୍କର ପରଲୋକ ହୋଇଯାଇଛି। ହୃଦଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ସକାଳେ ଭୁବନେଶ୍ୱରରେ ଥିବା ସମୟରେ ତାଙ୍କର ପ୍ରବଳ…