Tag: Bhubaneswar

ଚିକିଟି ମଦ ମୃତ୍ୟୁ ଘଟଣା; ସାଲିଆ ସାହିରେ ବୁଲିଲା ବୁଲଡୋଜର

ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚଢ଼ଉ ଜାରି ରହିଛି । ଭୁବନେଶ୍ବର ସାଲିଆ ସାହିରେ ପୁଣି ଅବକାରୀ ବିଭାଗ ଚଢ଼ଉ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି।…

ଭୁବନେଶ୍ୱରରେ ଭଙ୍ଗାଯିବ ୧୯୧ ଆପାର୍ଟମେଣ୍ଟ

ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ । ସେଥିପାଇଁ ରାଜଧାନୀ ଭୁବନେଶ୍ୱରରେ ୧୯୧ଟି ବେଆଇନ ଆପାର୍ଟମେଣ୍ଟ ଭଙ୍ଗାଯିବ । ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ବିଧାୟକ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରଶ୍ନର ଉତ୍ତରରେ ଏହି ଭଳି ସୂଚନା…

ମଦମୃତ୍ୟୁ ପରେ ଅବକାରୀ ବିଭାଗର ଚଢ଼ଉ ଜାରି

ବିଷାକ୍ତ ଓ ନକଲି ମଦ ପିଇ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଅବକାରୀ ବିଭାଗର ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନୀଳକଣ୍ଠନଗରରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତ କରିଛି। ଘର…

ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ. ହାଟରେ ଚଢ଼ଉ

ଆଳୁ ପିଆଜ ଦର ଯାଞ୍ଚ ପାଇଁ ୧ ନଂ ହାଟରେ ଚଢ଼ଉ ହୋଇଛି। ବିଏମ୍‌ସି ଓ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି। ସୁଧୁରୁନି ଆଳୁ ସଙ୍କଟ।…

ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହେଲା ବିଶାଲ ମେଗା ମାର୍ଟ

ଆକ୍ସନ ମୋଡ଼ରେ ସରକାର। ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହୋଇଛି ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ। ବେଆଇନ ପାର୍କିଙ୍ଗ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ ରୋଡ଼ ପର୍ଯ୍ୟନ୍ତ ବେଆଇନ ଭାବେ ଗାଡି ପାର୍କିଙ୍ଗ…

ବନ୍ଧୁକ ମୁନରେ ୫ ଲକ୍ଷ ଲୁଟ

ରାଜଧାନୀରେ ବଡ଼ ଧରଣର ଡକାୟତି। ବନ୍ଧୁକ ମୁନରେ ଲୁଟିନେଲେ ୫ ଲକ୍ଷ ଟଙ୍କା। କୋରିଅର ସଂସ୍ଥାର କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି ହୋଇଛି। ଟମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରୁ ଡକାୟତି ହୋଇଛି। ସିଟିକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍‌ରୁ ଡକାୟତି ହୋଇଥିବା ସୂଚନା ମିଳିଛି…

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା: ଚେତିବେ କି ସରକାର?

ଭୁବନେଶ୍ୱରରେ ଡେଙ୍ଗୁ ବିଭୀଷିକା ଦେଖାଦେଇଛି। ସଂକ୍ରମଣ ସଂଖ୍ୟା ବଢିଚାଲିଛି। ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। କେବେ ସରକାରଙ୍କ ଚେତା ପଶିବ। କେବେ ସରକାର ଡେଙ୍ଗୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ। ଆଉ କେତେ ଲୋକ ସଂକ୍ରମିତ ହେଲେ,…

ସିମ୍ ବକ୍ସ ଲିଙ୍କ୍: ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ ପୋଲିସ

ରାଜଧାନୀ ଭୁବନେଶ୍ୱରରେ ସିମ ବକ୍ସ ମାଧ୍ୟମରେ ଜଣେ ବ୍ୟକ୍ତି ବେଆଇନ କାର୍ଯ୍ୟ କରୁଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଲକ୍ଷ୍ମୀସାଗର ଥାନା ମହାଦେବ ନଗର ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ପୋଲିସ ନଜର ରଖି ତାଙ୍କୁ ଗିରଫ…

ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ; ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ପୂଜାପଣ୍ଡା ଓ ବଡୁ ନିଯୋଗ ବିବାଦ ଯୋଗୁଁ ବନ୍ଦ ରହିଛି ବାବା ଲିଙ୍ଗରାଜଙ୍କ ନୀତିକାନ୍ତି। କାଲି ପଇତା ଲାଗି ନୀତି ବନ୍ଦ ପରଠୁ ସବୁ ନୀତିକାନ୍ତି ବନ୍ଦ ରହିଛି। କାଲି ସନ୍ଧ୍ୟା ପରଠୁ ନୀତିକାନ୍ତି ହୋଇନି, ସାଧାରଣ ଦର୍ଶନ ଚାଲିଛି ।…

ଭୁବନେଶ୍ବରରୁ ସିମ୍‌ ବକ୍ସ ଜବତ ଘଟଣା: ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କରାଯାଇଥିଲା ଫୋନ 

ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଥିବା ଜଣଙ୍କ ଘରୁ ସିମ୍‌ ବକ୍ସ ଜବତ ଘଟଣାରେ ବଡ଼ ଖୁଲାସା କଲା କମିସନରେଟ ପୋଲିସ । କମିଶନର ସଞ୍ଜୀବ ପଣ୍ଡା ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଜବତ ହୋଇଥିବା ଏହି ସିମ ବକ୍ସକୁ ପାକିସ୍ତାନ,…