Tag: Bhubaneswar

ଓଡ଼ିଶାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ

ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ । ଭୁବନେଶ୍ବରରେ ପହଞ୍ଚିବା ପରେ ସିଧା ସଡ଼କପଥରେ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ…

ଆଜି ଭୁବନେଶ୍ୱରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରି

ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗୁଳୁଗୁଳି ସହ ତାତିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଆଜି ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଆଜି ରାଜ୍ୟରେ ରେକର୍ଡ ତାପମାତ୍ରା ଅନୁଭୂତ ହେବା ସହ…

ରାଜଧାନୀରେ ଲଜ୍ଜା; ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ

ରାଜଧାନୀରେ ଲଜ୍ଜା । ରାଜଧାନୀ ଭୁବନେଶ୍ବରର ବଡ଼ଗଡ଼ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ମାଆ ଓ ନାବାଳିକା ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ମା’ ଓ ନାବାଳିକା ଝିଅଙ୍କର ଅଶ୍ଳୀଳ ଫୋଟୋ ଉଠାଇ ଭାଇରାଲ୍ କରିଦେବା…

କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତଦନ୍ତ ଆରମ୍ଭ ହୋଇଛି: ଆଇନମନ୍ତ୍ରୀ

ପୁଣି ଚର୍ଚ୍ଚାରେ କିଟ୍ ବିଶ୍ଵବିଦ୍ୟାଳୟ। ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଏହି ଘଟଣାର…

ପୁଣି କିଟ୍‌ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲା: ନେପାଳ ମନ୍ତ୍ରୀଙ୍କ ଉଦ୍‌ବେଗ

ପୁଣି କିଟ୍ ପରିସରରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ‘X’ ପୋଷ୍ଟ କରିଛନ୍ତି ନେପାଳ ମନ୍ତ୍ରୀ। ସେ ଲେଖିଛନ୍ତି ଏହି…

ଟ୍ୱିନ୍‌ ସିଟିରେ ହେବ ଆଇଟି ପାର୍କ

ଟ୍ୱିନ୍‌ ସିଟି ଭୁବନେଶ୍ୱର ଓ କଟକରେ ହେବ ନୂଆ ଆଇଟି ପାର୍କ । ଏଥି ନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୧୦୦୦ ହେକ୍ଟର ଜମିରେ ତିଆରି ହେବ ନୂଆ ଆଇଟି ପାର୍କ । IT ଶିଳ୍ପ…

ଭୁବନେଶ୍ବରରୁ ଅପହୃତ ଶିଶୁ ବାଲେଶ୍ୱରରୁ ଉଦ୍ଧାର

କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମାଆ କୋଳରୁ ଚୋରି ହୋଇଥିବା ଦେଢ଼ ବର୍ଷର ଶିଶୁକୁ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ବୋଇତା ଗାଁରୁ ଶିଶୁ…

ଭୁବନେଶ୍ବରରେ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ

ଭୁବନେଶ୍ବରରେ ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାଜରାସ୍ତାରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିବା ଏବେ ସାମ୍ନାକୁ ଆସିଛି। ରାମ ମନ୍ଦିର ପାଖରୁ ରାତି ୨ଟା ବେଳେ ମାଆ କୋଳରୁ…

ଆଜି ରାଜଧାନୀର ପ୍ରତିଷ୍ଠା ଦିବସ; ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ବର

ଆଜି ୭୭ ବର୍ଷରେ ପହଞ୍ଚିଛି ମନ୍ଦିର ମାଳିନୀ ସହର ଆମ ଭୁବନେଶ୍ବର। ୧୯୪୮ ମସିହା ଆଜିର ଦିନରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ନୂଆ ରାଜଧାନୀ ଭୁବନେଶ୍ୱରର ଶିଳାନ୍ୟାସ କରିଥିଲେ। ରାଜଧାନୀ ଭୁବନେଶ୍ୱରର…

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଛି ଲିଙ୍ଗରାଜ ମନ୍ଦିର ପରିସର । ସକାଳର ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ଯାତ୍ରାପୂଜା, ୧୨ଟା ୩୦ରୁ ଅପରାହ୍ନ…