Tag: Bhubaneswar to Kolkata

Cyclone Arnab Impact: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଭୁବନେଶ୍ୱରରୁ କୋଲକାତା ଇଣ୍ଡିଗୋ ବିମାନ ବାତିଲ୍

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ କୋଲକାତା ଯିବାକୁ ଥିବା ଇଣ୍ଡିଗୋ ବିମାନକୁ ବାତିଲ୍ କରାଯାଇଛି । ସକାଳ ୮ଟା ୪୦ ମିନିଟ୍‌ରେ ଉଡ଼ାଣ ଭରିବାକୁ ଥିବା ବିମାନ 6E7432ର ଉଡ଼ାଣ ବାତିଲ୍ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।…