Tag: Bhubane

Ama Bus Accident In Bhubaneswar: ଜନପଥରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍‌; ଭାଙ୍ଗିଲେ ଦେଲେ ୩ଟି ଆମ ବସ୍

ପୁଣି ଥରେ ରାଜଧାନୀରେ ଆମ ବସ୍ ଆତଙ୍କ ଦେଖାଦେଇଛି । ଜନପଥ ରାସ୍ତାରେ ଏକ ବାଇକୁ ଆମ ବସ୍ ଧକ୍କା ଦେବା ପରେ ଲୋକେ ତାତିଛନ୍ତି । ଫଳରେ ୩ଟା ଆମ ବସ୍ ଭାଙ୍ଗିଦେଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା…