ତାଜା ଖବର ଦେଶ ହାଥରସ୍ ସତସଙ୍ଗରେ ଦଳାଚକଟା ଘଟଣା: ମୁହଁ ଖୋଲିଲେ ଭୋଲେ ବାବା July 6, 2024 Papirani ଉତ୍ତରପ୍ରଦେଶର ହାଥରସରେ ଏକ ‘ସତସଙ୍ଗ’ରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିବାରେ ପୂର୍ବତନ କନଷ୍ଟେବଳ ସୁରଜପାଲ୍ ତଥା ଆତ୍ମ ଘୋଷିତ ଭଗବାନ ଭୋଲେ ବାବା ପ୍ରଥମ ଥର ପାଇଁ ଭିଡ଼ିଓ ମଧ୍ୟରେ ସାମ୍ନାକୁ ଆସିଛନ୍ତି। ଭିଡିଓ ବାର୍ତ୍ତାରେ ସତସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧…