Tag: Bharatpur Incident

ଭରତପୁର ଥାନା ମାମଲା: ନିଲମ୍ବିତ ୫ ପୋଲିସଙ୍କ ଆଗୁଆ ଜାମିନ ଆବେଦନ

ବହୁଚର୍ଚ୍ଚିତ ଭରତପୁର ଥାନାରେ ନିର୍ଯାତନା ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ନିଲମ୍ବିତ ୫ ପୋଲିସ ଆଗୁଆ ଜାମିନ ପାଇଁ ଆବେଦନ କଲେ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସାଗରିକା…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଆଜି ଭରତପୁର ଥାନାରେ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । କମିଶନଙ୍କ ପ୍ରଥମ ବୈଠକ ପରେ ସଚିବଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି…

ଭରତପୁର କାଣ୍ଡ; ଆଜିଠୁ ବିଚାର ବିଭାଗୀୟ ତଦନ୍ତ

ଭରତପୁର ଥାନାରେ ମେଜର ଓ ପୋଲିସ ବିବାଦ ମାମଲାରେ ଆଜିଠୁ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେବ। ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ ତଦନ୍ତ ଆରମ୍ଭ କରିବେ। ଏ ନେଇ ଭୁବନେଶ୍ବର ସର୍କିଟ ହାଉସରେ କାର୍ଯ୍ୟାଳୟ ସ୍ଥାପିତ ହୋଇଛି। ତେବେ ଏହି…

ଭରତପୁର କାଣ୍ଡ; ୫ ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ନେଲା କ୍ରାଇମବ୍ରାଞ୍ଚ

ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କୁ ମାଡ଼ ମାରିବା ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନିଲମ୍ବିତ ଇନ୍ସପେକ୍ଟର ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ରବିବାର ରାଜ୍ୟ କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ…

ଭରତପୁର ଥାନା ନିର୍ଯାତନା ମାମଲା: ନିଲମ୍ବିତ ହୋଇଥିବା ଆଉ ୩ ଜଣଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ବର ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ଜଣ ନିଲମ୍ବିତ ଅଧକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ କୋର୍ଟ। ପୂର୍ବରୁ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ଅନୁମତି ମିଳିସାରିଛି । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ…

ଭରତପୁର କାଣ୍ଡ; ପୋଲିସ ମେଳିକୁ ନେଇ ତନାଘନା!

ଭରତପୁର ଥାନା ବିବାଦରେ ଗତ ୨୧ ତାରିଖରେ ପ୍ରାୟ ୪୦୦ ପୋଲିସ କର୍ମଚାରୀ ଏକାଠି ହୋଇ ରିଜର୍ଭ ଗ୍ରାଉଣ୍ଡରେ ମେଳି କରିଥିଲେ। ତେବେ ମେଳିକୁ ନେଇ ପୋଲିସ କମିଶନର ଅଫିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି। ମେଳିରେ କିଏ ଥିଲେ, ସେ…

ଭରତପୁର ଥାନା ଘଟଣା; ଚାପରେ ମୁଣ୍ଡ ନୁଆଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ: ବିଜେଡି

ଭରତପୁର ଠାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ଅକଥନୀୟ ଓ ଅମାନବୀୟ ଅତ୍ୟାଚାର ଘଟଣାରେ ବିଜୁ ଜନତା ଦଳ ତରଫରୁ ଦିଆଯାଇଥିବା ୬ ଘଣ୍ଟିଆ ଭୁବନେଶ୍ଵର ହରତାଳ ଡାକରାକୁ ବିଜୁ ଜନତା ଦଳ ସାମୟିକ ଭାବେ ପ୍ରତ୍ୟାହାର କରିଛି ବୋଲି…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମେଜର ଓ ତାଙ୍କ ବାନ୍ଧବୀ

ଭରତପୁରରେ ମେଜର-ପୋଲିସ ବିବାଦ ମାମଲାରେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସେନା ମେଜର ଗୁରୁବଂଶ ସିଂ, ତାଙ୍କ ବାନ୍ଧବୀ ଅଙ୍କିତା ଓ ଅନ୍ୟ ପୂର୍ବତନ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି।…

ମେଜର ଗୁରୁବଂଶ ସିଂଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ଭରତପୁର ଥାନା ବିବାଦରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି। ଡିଜିପି ୱାଇ. ବି ଖୁରାନିଆ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଜାରି ରହିଛି। ୧୨୦ ବାଟାଲିୟନ୍‌ରେ ମେଜର ଗୁରୁବଂଶ…

ଏତେ ଶୀଘ୍ର ବେଲ୍ ? ଘଣ୍ଟ ଘୋଡ଼ାଉଛି କି ପୋଲିସ!

ଭୁଶୁଡିଛି ରାଜ୍ୟର ଶାସନ କଳ। ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା ପରିସ୍ଥିତି। ନ୍ୟାୟ ବଦଳରେ ମିଳୁଛି ନିର୍ଯାତନା। ଖାକି ପୋଷାକ ପିନ୍ଧି ଲୋକଙ୍କ ସୁରକ୍ଷା ପାଇଁ ଶପଥ ନେଇଥିବା ପୋଲିସ ସେମାନଙ୍କ ପ୍ରତିଜ୍ଞା ଭୁଲି ଯାଇଛନ୍ତି। ଏପରିକି ଦେଶର ସୁରକ୍ଷା ପାଇଁ ସେନାବାହିନୀରେ…