Tag: Bhadrak

ଭଦ୍ରକରେ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକ ଗିରଫ

ଭଦ୍ରକରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକକୁ ଗିରଫ କରାଯାଇଛି । ଭଦ୍ରକରୁ ଯୁବକ ଗିରଫ ହୋଇଥିବା ନେଇ ଭଦ୍ରକ ଏସ୍‌ପି ସୂଚନା ଦେଇଛନ୍ତି। ଏହା ସହ ବିବାଦୀୟ ପୋଷ୍ଟକୁ ନେଇ ତୁମୁଳକାଣ୍ଡ ଘଟେଇଥିବା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି…

ଭଦ୍ରକରେ ବିବାଦୀୟ ପୋଷ୍ଟକୁ ନେଇ ଉତ୍ତେଜନା; ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ କୁ ଆକ୍ରମଣ ଓ ମାଜିଷ୍ଟ୍ରେଟ ଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା ରେ ଆକ୍ସନ ରେ ରହିଛି ପୋଲିସ ଓ ପ୍ରଶାସନ । ଗଣ୍ଡଗୋଳ…

ସୋସିଆଲ ମିଡିଆ ପୋଷ୍ଟରୁ ଉତ୍ତେଜନା; ଆକ୍ରମଣରେ ୨ ପୋଲିସ ଅଧିକାରୀ ଆହତ

ଭଦ୍ରକ ପୁରୁଣାବଜାର ଥାନା ସନ୍ଥିଆ ନିକଟରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ମହମ୍ମଦଙ୍କ ବିରୋଧରେ ଏକ ପୋଷ୍ଟକୁ ନେଇ ପୂର୍ଣ୍ଣବଜାରର ମୁସଲିମ ଯୁବଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ଏଥିସହ ସେମାନେ ଦୋଷୀଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା…

ଭଦ୍ରକରେ ପ୍ରତିଷ୍ଠା ହେବ ଟେକ୍ସଟାଇଲ ପାର୍କ 

ଭଦ୍ରକରେ ପ୍ରତିଷ୍ଠା ହେବାକୁ ଯାଉଛି ଟେକ୍ସଟାଇଲ ପାର୍କ । ଆଜି ବିଧାନସଭା ଗୃହରେ ଏହି ସଂପର୍କରେ ସୂଚନା ଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ଭଦ୍ରକରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ସହ ପାରାଦୀପରେ ମେଗା ଫିଡ୍ କ୍ରାକର୍ ପ୍ଲାଣ୍ଟ ମଧ୍ୟ…

ଆଧାର ସଂଶୋଧନ ବେଳେ ଦଳାଚକଟା

ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଧାର ସଂଶୋଧନ ପାଇଁ ସୋର ମୁଖ୍ୟ ପୋଷ୍ଟ ଅଫିସରେ ଠେଲାପେଲା ଓ ଦଳାଚକଟା ଦେଖିବାକୁ ମିଳିଛି । ରାତି ୪ଟାରୁ ଆସି ପୋଷ୍ଟ ଅଫିସ ଆଗରେ ଗହଳି ଲଗାଇଛନ୍ତି। ଦଳାଚକଟା ଯୋଗୁଁ ତୀବ୍ର ଅସନ୍ତୋଷ ପ୍ରକାଶ…