ତାଜା ଖବର ରାଜ୍ୟ ମଣ୍ଡିକୁ ଗଲେ ଭଦ୍ରକ ଜିଲ୍ଲାପାଳ; ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି February 3, 2025 Papirani ଛଦ୍ମବେଶରେ ମଣ୍ଡି ବୁଲିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଯାଉଥିବା ଅଭିଯୋଗ ପରେ ମିଲରଙ୍କୁ ଧରିବାକୁ ଛଦ୍ମବେଶରେ ମଣ୍ଡି ବୁଲିଲେ ଜିଲ୍ଲାପାଳ । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ…