Tag: Bhabani Bhoi

ଭବାନୀ ଭୋଇ ହେବେ ଉପବାଚସ୍ପତି

ତଳସରା ବିଧାୟକ ଭବାନୀ ଭୋଇଙ୍କୁ ମିଳିବ ନୂଆ ଦାୟିତ୍ୱ ହେବେ। ଉପବାଚସ୍ପତି ହେବେ ଶ୍ରୀ ଭୋଇ। ଉପବାଚସ୍ପତି ପଦ ପାଇଁ ଭବାନୀ ନାମାଙ୍କନ ଦାଖଲ କରିବେ। ଭାରତୀୟ ଜନତା ପାର୍ଟି ଉପବାଚସ୍ପତି ପାଦ ପାଇଁ ଭବାନୀଙ୍କ ନାମ ଘୋଷଣା କରିଛି ।