ତାଜା ଖବର ଦେଶ ମହିଳା ସୁରକ୍ଷା ଆଇନକୁ ନେଇ ସୁପ୍ରିମକୋର୍ଟ ରାୟ; ବିଏନଏସ-୮୬ର ଅପବ୍ୟବହାର କରିପାରିବେ ନାହିଁ କୌଣସି ମହିଳା December 11, 2024 Papirani ମହିଳା ସୁରାକ୍ଷା ଆଇନର ଅପବ୍ୟବହାର ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷଙ୍କ ସୁଇସାଇଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମହିଳା ସୁରାକ୍ଷା ଆଇନର ଅପବ୍ୟବହାରକୁ ନେଇ ବଡ଼ ରାୟ ଶୁଣାଇଛନ୍ତି…