Tag: Balasore Sea

Shark Fish Caught: ଜାଲରେ ପଡ଼ିଲା ୩୦ ଫୁଟରୁ ଅଧିକ ଲମ୍ବର ସାର୍କ

ବାଲେଶ୍ବର ଭୋଗରାଇ ମନୋରମ ବେଳାଭୂମି ତାଳସାରୀରେ ଗତ କାଲି ରାତିରେ ପ୍ରାୟ ୩୦ ଫୁଟରୁ ଅଧିକ ଲମ୍ବର ଏକ ସାର୍କ ଲାଗିଛି। ମାଛଟିର ଓଜନ ପ୍ରାୟ ୫୦ କୁଇଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ…