ରାଜ୍ୟ ବିଫଳ ବ୍ୟବସ୍ଥା ସୌମ୍ୟାଶ୍ରୀଙ୍କ ଜୀବନ ନେଲା କହିଲେ ନବୀନ ପଟ୍ଟନାୟକ July 15, 2025 Nirvay ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ ବିଫଳ ବ୍ୟବସ୍ଥା ଜଣଙ୍କ ଜୀବନ ନେଇଗଲା ବୋଲି ସେ କହିଛନ୍ତି । ସବୁଠୁ କଷ୍ଟଦାୟକ ହେଉଛି,…