ତାଜା ଖବର ରାଜ୍ୟ Ayushman Arogya Mandirs in Odisha: ଓଡ଼ିଶାରେ କାର୍ଯ୍ୟକ୍ଷମ ହୋଇଛି ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର: ପ୍ରତାପ ରାଓ ଯାଦବ August 4, 2026 Papirani ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୪୨୨ଟି ଆୟୁଷ ଡିସପେନ୍ସରୀକୁ ସୁଦୃଢ଼ କରି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ (ୱେଲନେସ୍ ସେଣ୍ଟର)ରେ ପରିଣତ କରାଯାଇଛି। ଏହି ସମସ୍ତ କେନ୍ଦ୍ର…