Tag: Associate Professor

Vigilance Raid: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା

ଭିଜିଲାନ୍ସ ଜାଲରେ ଏସସିବି ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା । କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରାଙ୍କୁ ସନ୍ଦେହଜନକ ବେଆଇନ୍ ଟଙ୍କା ନେଇ ଯାଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ…