Tag: Asha Bhosle

Asha Bhosle Funeral: ପଞ୍ଚଭୂତରେ ବିଲୀନ ହେଲେ ଗାୟିକା ଆଶା ଭୋସ୍‌ଲେ

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେ। ମୁମ୍ବାଇ ଶିବାଜୀ ପାର୍କରେ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ସୋମବାର ସନ୍ଧ୍ୟା ୫ଟା ୨୨ ମିନିଟ୍ ସମୟରେ ପୁଅ ଆନନ୍ଦ ଭୋସଲେ ମାଆଙ୍କୁ ମୁଖାଗ୍ନି…

Asha Bhosle Passes Away: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କ ପରଲୋକ

ଆଖି ବୁଜିଲେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋସଲେ। ସେ ୯୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି। ପ୍ରାୟ ସାତ ଦଶନ୍ଧି ଧରି ସିନେମା ଜଗତରେ ନିଜର ସୁମଧୁର କଣ୍ଠର ଯାଦୁରେ ସମସ୍ତଙ୍କ ହୃଦୟ ଜିତିଥିଲେ । ହୃଦଘାତ ଏବଂ ଶ୍ୱାସକ୍ରିୟା…

Asha Bhosle Hospitalised: କଣ୍ଠଶିଳ୍ପୀ ଆଶା ଭୋସଲେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ବଲିଉଡର ଲୋକପ୍ରିୟ ଗାୟିକା ଆଶା ଭୋସଲେ ଅସୁସ୍ଥ । ହୃଦଘାତ କାରଣରୁ ସେ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସେଠାରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା…