ତାଜା ଖବର ରାଜ୍ୟ Nabarangpur Schools closed for 2 days: ବାତ୍ୟା ପାଇଁ ନବରଙ୍ଗପୁରରେ ୨୭ ଓ ୨୮ ସ୍କୁଲ୍ ଛୁଟି October 26, 2026 Nirvay ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲାରେ ଅକ୍ଟୋବର ୨୭ ଓ ୨୮ ତାରିଖରେ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ଏ ନେଇ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି । ତେବେ ଏହି ଦୁଇ…