ତାଜା ଖବର ରାଜ୍ୟ Odisha Mines Officer In Vigilance Net: ଖଣି ଅଧିକାରୀଙ୍କ ଘରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ February 25, 2026 Nirvay ଏକ ବଡ଼ ଦୁର୍ନୀତି ବିରୋଧୀ ଅଭିଯାନରେ, ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ଫ୍ଲାଟ୍ରେ ଟ୍ରଲି ବ୍ୟାଗ୍ରୁ ଏହି ଟଙ୍କା…