Tag: Anemia

Anemia Detected in Orangutans: ଉଦ୍ଧାର ଓରାଙ୍ଗଉଟାନଙ୍କଠାରେ ଦେଖାଦେଲା ରକ୍ତହୀନତା

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଥିବା ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପ୍ରାଣୀଉଦ୍ୟାନରେ ରହୁଥିବା ଓରାଙ୍ଗଉଟାନମାନଙ୍କଠାରେ ରକ୍ତହୀନତା ସମସ୍ୟା ଦେଖାଦେଇଥିବା ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ଓରାଂଉଟାନ୍‌ଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ବେଳେ ଅନ୍ୟ…