Tag: Andra Pradesh

Cyclone Murasu: ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲା ଭୟଙ୍କର ବାତ୍ୟା ‘ମୁରାସୁ’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି। ନେଲୋର ଏବଂ ନରସାପୁର ମଝିରେ ତଥା ଓଙ୍ଗୋଲ ନିକଟରେ ଏହା ସ୍ଥଳଭାଗ ଛୁଇଁଥିବା ନେଇ ସୂଚନା ମିଳିଛି। ଗତକାଲି ରାତି ୧ଟାରୁ ଏହି ଲ୍ୟାଣ୍ଡଫଲ୍ ବା ସ୍ଥଳଭାଗ…