ତାଜା ଖବର ରାଜ୍ୟ ହ୍ବାଟ୍ସ ଆପ୍ରେ ମିଳିବ ଜନ୍ମ, ମୃତ୍ୟୁ ସାର୍ଟିଫିକେଟ୍ September 26, 2025 Papirani ଆରମ୍ଭ ହେଲା ‘ଆମ ସାଥୀ’ ୟୁନିଫାଏଡ ହ୍ବାଟ୍ସଆପ୍ । ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଏଣିକି ମୋବାଇଲରେ ଆପଣଙ୍କୁ ସବୁ ସରକାରୀ ସେବା ପାଇ ପାରିବେ । ହ୍ବାଟ୍ସ ଆପ୍ରେ ଜନ୍ମ ପ୍ରମାଣପତ୍ରଠାରୁ ଆରମ୍ଭ କରି ଆଇନଗତ ସୁବିଧା…