Tag: Akshaya Kumar Acharya

Former MLA Akshaya Acharya passes away: ପରଲୋକରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ

ଆଖି ବୁଜିଲେ ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟ । ୭୮ ବର୍ଷ ବୟସରେ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ ହୋଇଛି । କାହାଳିଆ ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତେବେ ସେ ଦୀର୍ଘ ଦିନ ଧରି…