ତାଜା ଖବର ରାଜନୀତି ରାଜ୍ୟ ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ଭକ୍ତ ଦାସ, ଅଜୟ ଲଲ୍ଲୁ March 27, 2025 Nirvay ଲୋୟର ପିଏମଜିରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ କଂଗ୍ରେସ କର୍ମୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ…