ତାଜା ଖବର ଦେଶ ଅହମ୍ମଦାବାଦ ବିମାନ କ୍ରାସ ଘଟଣା: ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନ ଥିବା କହିଲେ AI ସିଇଓ June 19, 2025 Papirani ଅହମ୍ମଦାବାଦ ବିମାନ କ୍ରାସ ଘଟଣାରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଏୟାର ଇଣ୍ଡିଆର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ କ୍ୟାମ୍ପବେଲ ଓ୍ବିଲସନ। ସେ କହିଛନ୍ତି ଦୁର୍ଘଟଣାର ଶିକାର ବିମାନର ଉନ୍ନତ ରକ୍ଷଣାବେକ୍ଷଣ କରାଯାଇଥିଲା । ୨୦୨୩ରେ ବିମାନର ପ୍ରମୁଖ ଯାନ୍ତ୍ରିକ ଯାଞ୍ଚ କରାଯାଇଥିବା…