Tag: agriculture department

ଆସନ୍ତା ୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ 

ଦୁର୍ବଳ ହୋଇଛି ବାତ୍ୟା ଦାନା । ସ୍ଥିତି ସୁଧାରିବାକୁ ଲାଗି ପଡିଛନ୍ତି ସରକାର। ବାତ୍ୟା ଦାନାର ପ୍ରଭାବ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଛି । ତେଣୁ ଶନିବାର ଓ ରବିବାର (୨୬-୨୭ ଅକ୍ଟୋବର)ରେ କୃଷି ବିଭାଗ ଅଧିକାରୀଙ୍କ…