ତାଜା ଖବର ଦେଶ ଇତିହାସ ରଚିଲା DRDO; ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିଜାଇଲ୍ September 25, 2025 Papirani ଇତିହାସ ରଚିଲା DRDO । ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିଜାଇଲ୍ ‘ଅଗ୍ନି’ । ପ୍ରଥମ ଥର ଟ୍ରେନ୍ରୁ ଉତ୍କ୍ଷେପଣ ହେଲା ମିଜାଇଲ୍ ଅଗ୍ନି ପ୍ରାଇମ୍ । ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍…