Tag: Adapa Pahandi

ପହଣ୍ଡି ଅଘଟଣରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା

ପହଣ୍ଡି ବେଳେ ହୋଇଥିବା ଅଘଟଣକୁ କେନ୍ଦ୍ରକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନାଁରେ ଏତଲା । କ୍ୟାପିଟାଲ ଥାନାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିଭି ଯାଦବଙ୍କ ନାଁରେ ଦିଆଯାଇଛି ଏତଲା । ଏତଲା ଦେଇଛନ୍ତି ୫ଜଣ ଜନୈକ ଆଇନଜୀବୀ। କର୍ତ୍ତବ୍ୟରେ ଅବହେଳା ପାଇଁ…

ଆଡ଼ପ ପହଣ୍ଡି ବିଭ୍ରାଟ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଆଡ଼ପ ମଣ୍ଡପ ବିଜେ ବେଳେ ତଳକୁ ଖସିପଡିଲେ ମହାପ୍ରଭୁ ବଳଭଦ୍ର। ୭ ଜଣ ସେବାୟତ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ…

ଆଡ଼ପ ପହଣ୍ଡି ବେଳେ ଖସିପଡ଼ିଲେ ପ୍ରଭୁ ବଳଭଦ୍ର

ଆଜି ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। କାଲିଠୁ ମହାପ୍ରଭୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ। ତେବେ ୨ ଦିନ ଶରଧାବାଲିରେ ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ…