Tag: Action

ଛତୁଆ ଦୁର୍ନୀତି ମାମଲା: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଗର୍ଭବତୀ ଓ ଶିଶୁମାନଙ୍କୁ ଦିଆଯାଉଥିବା ଛତୁଆର ଦୁର୍ନୀତି ମାମଲାକୁ ନେଇ ଗୃହରେ ଏକାଧିକ ବିଧାୟକଙ୍କ ଉଦ୍‌ବେଗ । ଛତୁଆର ମାନ ନିର୍ଦ୍ଧାରଣ ନେଇ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ଏକାଧିକ ବିଧାୟକ ପ୍ରଶ୍ନ କରିବା ସହ ଉଦବେଗ…