ତାଜା ଖବର ରାଜ୍ୟ Satyabrata Murder Case: ସତ୍ୟବ୍ରତ ହତ୍ୟା ମାମଲା ଉପରୁ ଉଠିଲା ପର୍ଦ୍ଦା; ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କଲେ ଏସିପି February 11, 2026 Papirani ଭୁବନେଶ୍ବର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଉପରୁ ପର୍ଦ୍ଦା ଉଠାଇଲା ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କଲେ ଏସିପି ସୋନାଲ ସିଂ ପରମାର। ହତ୍ୟାରେ ଲିଜାର ସମ୍ପୃକ୍ତି ନଥିବା ଜଣାପଡିଛି। କେମିତି ହେଇଥିଲା ହତ୍ୟାକାଣ୍ଡ ତାହା ଜଣାପଡିଛି। ଏନେଇ ଗତକାଲିଠୁ…