Tag: ACF Suryakant Behera

Baliguda Elephant Death Case: ବାଲିଗୁଡ଼ାର ନିଲମ୍ବିତ ACF ସୂର୍ଯ୍ୟକାନ୍ତ ବେହେରାଙ୍କୁ ମିଳିଲା ପୁନଃନିଯୁକ୍ତି

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନ ଡିଭିଜନରେ ବିବାଦୀୟ ହାତୀ ମୃତ୍ୟୁ ମାମଲାରେ ନିଲମ୍ବିତ ହୋଇଥିବା ସହକାରୀ ବନ ସଂରକ୍ଷକ (ACF) ସୂର୍ଯ୍ୟକାନ୍ତ ବେହେରାଙ୍କ ନିଲମ୍ବନକୁ ଓଡ଼ିଶା ସରକାର ପ୍ରତ୍ୟାହାର କରିଛନ୍ତି। ତାଙ୍କ ନିଲମ୍ବନ ପ୍ରତ୍ୟାହାର ପରେ, ବେହେରାଙ୍କୁ ଭୁବନେଶ୍ୱରର ଆଞ୍ଚଳିକ ମୁଖ୍ୟ…